ଖଲ୍ଲିକୋଟ, (ଆମ ଓଡିଶା ଖବର): ଚୋରା ଗଞ୍ଜେଇ ବେପାରରେ ମଥୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ତାଙ୍କ ଦିଅରଙ୍କ ସହ ଖଲ୍ଲିକୋଟ ବିଧାୟକ ଙ୍କ ଫଟୋ କୁ ସଂଯୋଗ କରି ସୋସିଆଲ ମିଡ଼ିଆରେ ଅପପ୍ରଚାର କୁ ନେଇ ବୁଧବାର ରାତି ୯ ଟା ସମୟରେ ଖଲ୍ଲିକୋଟ ସ୍ଥିତ ବିଧାୟକଙ୍କ ବାସ ଭବନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଥ୍ୟା ଖବର ପରିବେଷଣ ଯୋଗୁଁ ସାଧାରଣରେ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବାରୁ ବଜ୍ରକିଳା ସମ୍ପାଦକ ଙ୍କ ବିରୋଧ ରେ କୋଟିଏ ଟଙ୍କା ର ମାନହାନି ମୋକଦ୍ଦମା କରିବେ ବୋଲି ବିଧାୟକ ଶ୍ରୀ ସେଠୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ
ସୋସିଆଲ ମିଡ଼ିଆରେ ଅପପ୍ରଚାର କୁ ନେଇ ଖଲ୍ଲିକୋଟ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ


More Stories
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ