ରିପୋର୍ଟର :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା, ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଠାରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ କଲେଜ ପରିସର ମଧ୍ୟରେ ଦୁଇଶହରୁ ଅଧିକ ଚାରା ଗଛ ରୋପଣ କରାଯାଇଛି ! ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଝରୀଗାଁ ନିର୍ବାଚନୀ ମଣ୍ଡଳୀର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ଓଡିଶା ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ବିଜେଡି ବ୍ଲକ ସଭାପତି ଗୌରହରୀ ନାୟକ, ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ମକର ନାୟକ, ବିଶ୍ୱରଞ୍ଜନ ପଣ୍ଡା, ଅରୁଣକୁମାର ହୋତା, ବିସିକେଶନ ପାଢ଼ୀ, ନଳିନୀ କୁମାର ଦାସ,ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ଏବଂ କଲେଜ ର ସମସ୍ତ ଛାତ୍ର, ଛାତ୍ରୀ ବୃକ୍ଷ ରୋପଣରେ ସହଯୋଗ କରିଥିଲେ |


More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l