ରିପୋର୍ଟର :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା, ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡି ଠାରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ କଲେଜ ପରିସର ମଧ୍ୟରେ ଦୁଇଶହରୁ ଅଧିକ ଚାରା ଗଛ ରୋପଣ କରାଯାଇଛି ! ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଝରୀଗାଁ ନିର୍ବାଚନୀ ମଣ୍ଡଳୀର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ଓଡିଶା ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ବିଜେଡି ବ୍ଲକ ସଭାପତି ଗୌରହରୀ ନାୟକ, ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ମକର ନାୟକ, ବିଶ୍ୱରଞ୍ଜନ ପଣ୍ଡା, ଅରୁଣକୁମାର ହୋତା, ବିସିକେଶନ ପାଢ଼ୀ, ନଳିନୀ କୁମାର ଦାସ,ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ଏବଂ କଲେଜ ର ସମସ୍ତ ଛାତ୍ର, ଛାତ୍ରୀ ବୃକ୍ଷ ରୋପଣରେ ସହଯୋଗ କରିଥିଲେ |




More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l