ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଲୁଗାଁ ସନ୍ୟାସୀ ନଗର ର ଦୁଇ ଜଣ ବାପ ପୁଅ ବଜ୍ରଘାତରେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି . ଖବର ନେବାରେ ଜଣା ପଡିଛି ବାପ ବିଧାନ ବିଶ୍ୱାସ ଓ ପୁଅ ଉତ୍ତମ ବିଶ୍ୱାସ କାଲି ସନ୍ଧ୍ୟା ରେ ଚିଲିକା ଭିତରକୁ ମାଛ ମାରିବା ପାଁଇ ଯାଇଥିଲେ. ଏମାନେ ଚିଲିକାକୁଳ ସନ୍ୟାସୀ ନଗରର ବୋଲି ସୂଚନା ମିଳିଛୁ. ଏମାନଂକୁ ଚିଲିକା ଭିତରେ କେତେ ବେଳେ ବିଜୁଳି ମାରିଚି ବୋଲି କେହି ଜାଣି ନଥିଲେ କିନ୍ତୁ . ସକାଳୁ ଚିଲିକାରେ ଭାସିବାର ଦେଖିଥିଲେ ଲୋକେ . ଏଵଂ ତାପରେ
ସେମାନଙ୍କ ଘର ଲୋକ କୌଣସି ସୂତ୍ର ରୁ ଖବର ପାଇ ଡଙ୍ଗାରେ ନେଇ ଆସି ସନ୍ୟାସୀ ନଗର ପାଖରେ ରଖିଛନ୍ତି. ଅତି ଦୁଃଖର ବିଷୟ ଘରେ ଏହି ଦୁଇଜଣ ରୋଜଗାର କରି ଗୁଜୁରାଣ ମେଣ୍ଟାଉ ଥିଲେ, ପୁଅ ଉତ୍ତମ ବିଶ୍ୱାସ ଙ୍କର ଗୋଟିଏ ଛୋଟ କୁନି ଝିଅ ମଧ୍ୟ ଅଛି. ସାଧାରଣରେ ଚର୍ଚ୍ଚା ହଉଛି ଏମନେ ଗଲା ପରେ ତାଙ୍କ ଘର କେମିତି ଚଳିବ ଏଵଂ ସରକାରଙ୍କ ଠାରୁ କିଛି ଅନୁକମ୍ପା ରାଶି ପ୍ରଦାନ ମିଳିଲେ ସେମାନଙ୍କ ପରିବାର ସରକାରଙ୍କ ଠାରେ ଚିର ରୁଣି ହେଇ ରହିବେ l
ବଜ୍ରଘାତ ରେ ବାପ ପୁଅ ଙ୍କ ମୃତ l


More Stories
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।