ବିୟୁରୋ ରିପୋର୍ଟ )
ଆଜି ତା 31/07/23 ରେ ଖୋର୍ଦ୍ଧା ଜିଲାପାଳଙ୍କ ଚିଲିକା ବ୍ଲକରେ ଅଭିଯୋଗ ଶୁଣାଣି ଥିବାରୁ ସେଠାରେ ବହୁତ କମ ଅଭିଯୋଗ କାରୀଙ୍କୁ ଦେଖିବାକୁ ମିଳିଥିଲା । ଲୋକଙ୍କ ମଧ୍ୟରେ ଚିଲିକା ବିଡ଼ିଓ ବ୍ଲକ ଚେୟାରମ୍ୟାନ,ଖୋର୍ଦ୍ଧା ଏସପି ନାଚୁନି ଥାନା ଆଇଆଇସି , ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ଦିନ ଏକ ଘଣ୍ଟା ସୁଦ୍ଧା ଚାଳିଶି ରୁ ଉର୍ଦ୍ଧ ଅଭିଯୋଗ ଗ୍ରହଣ କରାଯାଇଥିବା ଜଣାପଡିଛି । ଏହି ବ୍ଲକ ଅଧିନରେ ଥିବା ୧୭ ଟି ପଞ୍ଚାୟତର ଥିବାବେଳେ ବହୁ କମ ସଂଖ୍ୟାରେ ଅଭିଯୋଗ କାରୀଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଦେଖିବାକୁ ବାକି ରହିଲା ଏହି ଅଭିଯୋଗ ଶୁଣାଣିରେ କେତେ ଲୋକଙ୍କ ଅଭିଯୋଗଙ୍କୁ ସମାଧାନ କରାଯାଇପାରୁଛି ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.