ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲା ସୋଲରୀ ରେଳ ଷ୍ଟେସନ ପାଖ ରେଳ ଧାରଣାରୁ ଯୁବକର ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କଲା ବାଲୁଗାଁ ଜିଆରପିଏଫ. ମୃତ ଯୁବକର ପରିଚୟ ନମିଳିବାରୁ ବାଲୁଗାଁ ରେଳବିଭାଗ ର ଜିଆରପିଏଫ ଶବକୁ ଜବତ କରି. ଖୋର୍ଦ୍ଧାରୋଡ଼ GRPS /38.ରେ କେସ ରୁଜୁକରି ଯୁବକର ପରିଚୟ ଖୋଜୁଛି ବାଲୁଗାଁ ରେଲୱେ ପୋଲିସ l
More Stories
ଜଟଣୀ ରାଜଯୋଗ ଭବନରେ ରାଜଯୋଗିନୀ ଡଃ କମଲେଶ ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ।
ଜଟଣୀ ପୁସ୍ତକ ମେଳାର ତୃତୀୟ ଦିନରେ ମହା ସମାରୋହ।
ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।