ବିୟୁରୋ ରିପୋର୍ଟ
ଖୋର୍ଦ୍ଧା :ଆଜି ତା -14/08/23 ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଂଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା . ଆଜି ସକାଳୁ ପାଣ୍ଡବ ପ୍ରଧାନ ଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ ଘର ପଛପଟ ବିଲକୁ ଭୋର ପାଞ୍ଚଟା ରେ ସଉଚ ଯାଇଥିବା ବେଳେ . ହଠାତ ଏକ ଦନ୍ତା ହାତୀ ଆସି ମହିଳାଙ୍କୁ ମରଣାତକ ଆକ୍ରମଣ କରିଥିଲା . ଏନେଇ ଗ୍ରାମବାଶି ବାଲୁଗାଁ ରେଞ୍ଜ ଧୂଆଁନଲି ସେକ୍ସନ ଫରେଷ୍ଟ ବିଭାଗ କୁ ଖବର ଦେବାରେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତର ଖାନାକୁ ଆଣିବାରେ, ତତ୍କାଳୀନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l


More Stories
ଜନଶକ୍ତି ଉଚ ବିଦ୍ୟାଳୟ ୧୯୮୫ ମେଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ ।
ସପ୍ତମ ରାଜସୁନାଖଳା ମହୋତ୍ସବ କାଉଁରୀ- ୨୦୨୫ ଉଦଘାଟିତ।
ବଡକୁଳ ଗ୍ରାମ ପଞ୍ଚାୟତ ପ୍ରଶାସନିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l