ବିୟୁରୋ ରିପୋର୍ଟ
ଖୋର୍ଦ୍ଧା :ଆଜି ତା -14/08/23 ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଂଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା . ଆଜି ସକାଳୁ ପାଣ୍ଡବ ପ୍ରଧାନ ଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ ଘର ପଛପଟ ବିଲକୁ ଭୋର ପାଞ୍ଚଟା ରେ ସଉଚ ଯାଇଥିବା ବେଳେ . ହଠାତ ଏକ ଦନ୍ତା ହାତୀ ଆସି ମହିଳାଙ୍କୁ ମରଣାତକ ଆକ୍ରମଣ କରିଥିଲା . ଏନେଇ ଗ୍ରାମବାଶି ବାଲୁଗାଁ ରେଞ୍ଜ ଧୂଆଁନଲି ସେକ୍ସନ ଫରେଷ୍ଟ ବିଭାଗ କୁ ଖବର ଦେବାରେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତର ଖାନାକୁ ଆଣିବାରେ, ତତ୍କାଳୀନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.