ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ଦାରୁଗାଁ ପ୍ରିମୀୟରଲିଗ୍ ଅନୁଷ୍ଠିତ ହୋଇଯାଇଛି, ଆଜିର ମ୍ୟାଚ୍ ଫାଇନାଲ ଖେଳ ହୋଇଥିଲା ବଡ଼ ପୋଖରିଆ ନୂଆଁ ପାଟଣା ସାହି ସହିତ ପାରିଓରୋଡ ସହିତ , ଚମ୍ପିୟାନ ହୋଇଥିଲେ ବଡ ପୋଖୋରିଆ ପାଟଣା ସାହି , ଭାରି ଚିର୍ତ୍ତାକର୍ଷ ମ୍ୟାଚ୍ ଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଚଣ୍ଡେଶ୍ୱର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସୁଧାକର ମହାପାତ୍ର, କଳେକଳେଶ୍ୱର୍ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅସିତ୍ କୁମାର ନାଥ,ହରିପୁର ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ବାଇଁ (ପଠାଣି ଭାଇ), ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ସମାଜ ସେବୀ ଶ୍ରୀଯୁକ୍ତ ପ୍ରଭାତ କୁମାର ରାଉତରାୟ ଏବଂ ଅତିଥି ମଣ୍ଡଳୀ !
ଚିଲିକା ନିର୍ବାଚନ ମଣ୍ଡଳୀ ଦାରୁଗାଁ ପ୍ରିମୀୟର ଲିଗ୍ ଅନୁଷ୍ଠିତ ହୋଇଯାଇଛି l


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l