ବାଣପୁର :(ଆମ ଓଡ଼ିଶା ଖବର )ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ର ଆୟତପୁର କୁ 13ଜଣ ମହିଳା ଓ 2ଜଣ ପୁରୁଷ..ଗଞ୍ଜାମ ଜିଲ୍ଲା ଷଣ୍ଢମୂଳ ଓ ନୂଆକଟ ଗ୍ରାମରୁ ଧାନ ରୋଇବା ନିମନ୍ତେ ଏକ ପାଶେଞ୍ଜର ଅଟୋ ଯୋଗେ ଆସିଥିଲେ… ଆୟତ୍ତପୁରରୁ ଧାନରୁଆ କାମସାରୀ ସନ୍ଧ୍ୟା 7.30 ସମୟରେ… ଗଞ୍ଜାମ ଜିଲ୍ଲାକୁ ଏକ ପାସେଞ୍ଜ ର ଅଟୋ ଯୋଗେ ଫେରୁଥିବା ବେଳେ… ହଠାତ ସେମାନଙ୍କ ଅଟୋଟି ବରଡ଼ି ଛକ ନିକଟସ୍ଥ ବାଉଁଶ ନଦୀକୁ ଲେଉଟି ଯାଇଥିଲା.. ସେମାନଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚ ଉଦ୍ଧାର କରିବାସହ..ଦମକଳ ବାହିନୀକୁ ଖବର ଦିନରେ ଦମକଳ ବାହିନୀ ପହଞ୍ଚି ପାଣିରୁ ସେମାନଂକୁ ଉଦ୍ଧାର କରିଥିଲା… ଫଳରେ ଅଳ୍ପକେ ବଞ୍ଚିଗଲେ 15 ଜଣ ମହିଳା ଓ ପୁରୁଷ… ସେମାଙ୍କ ଚିକିତ୍ସା ନିମନ୍ତେ ଘଟଣା ସ୍ଥଳରୁ ଅଗ୍ନିଶମ ବାହିନୀ ତାଙ୍କ ଗାଡି ଦ୍ୱାରା ଆଣି ବାଣପୁର ଡାକ୍ତରଖାନା ରେ ଭର୍ତ୍ତିକରିଛି … ଖବରପାଇ ପୋଲିସ ଘଟଣା ସ୍ଥାରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି
ବାଉଁଶ ନଦୀକୁ ଲେଉଟିଲା ପାସେଞ୍ଜର ଅଟୋ l


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।