ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା :21/10.ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବସିନୀ ମା ଭୈରବୀ ଙ୍କ ପିଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାଇ ଶନିବାର ଦିନ ପାଳିତ ହୋଇଛି!ମା ଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ ସାହାଡ଼ା ବୃକ୍ଷ ମୂଳେ ମାଙ୍କ ଦର୍ଶନ କରିଥିବାର ଦେଖିବାକୁ ମିଳିଛି!ସେହିପରି ହରଭଙ୍ଗା ବ୍ଲକ 57ନଂ ଜାତୀୟ ରାଜପଥ ମାଧପୁର ନିକଟ ବନଦୁର୍ଗା ପୀଠ ରେ ମଧ୍ୟ ପିଠେ ଅଷ୍ଟମୀ ପୂଜା ହୋଇଯାଇଛି! ଉକ୍ତ ଅଷ୍ଟମୀ ତିଥିରେ ଆଉ ଏକ ଅନନ୍ୟ ପରମ୍ପରା ଭାଇ ଜିଉଁନ୍ତିଆ ଓଷା ଭଉଣୀ ମାନେ ଭାଇ ର ଦୀର୍ଘାୟୁ ମାନସୀ ରାତ୍ରରେ ଏକ ତ୍ରିତ ହୋଇ ଦ୍ୱିତୀବାମନକୁ ପୂଜା କରିଥାନ୍ତି!
ମା ଭୈରବୀ ପିଠେ ଅଷ୍ଟମୀ ପୂଜା …

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l