ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା :21/10.ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ପୁରୁଣାକଟକ ବସିନୀ ମା ଭୈରବୀ ଙ୍କ ପିଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାଇ ଶନିବାର ଦିନ ପାଳିତ ହୋଇଛି!ମା ଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ ସାହାଡ଼ା ବୃକ୍ଷ ମୂଳେ ମାଙ୍କ ଦର୍ଶନ କରିଥିବାର ଦେଖିବାକୁ ମିଳିଛି!ସେହିପରି ହରଭଙ୍ଗା ବ୍ଲକ 57ନଂ ଜାତୀୟ ରାଜପଥ ମାଧପୁର ନିକଟ ବନଦୁର୍ଗା ପୀଠ ରେ ମଧ୍ୟ ପିଠେ ଅଷ୍ଟମୀ ପୂଜା ହୋଇଯାଇଛି! ଉକ୍ତ ଅଷ୍ଟମୀ ତିଥିରେ ଆଉ ଏକ ଅନନ୍ୟ ପରମ୍ପରା ଭାଇ ଜିଉଁନ୍ତିଆ ଓଷା ଭଉଣୀ ମାନେ ଭାଇ ର ଦୀର୍ଘାୟୁ ମାନସୀ ରାତ୍ରରେ ଏକ ତ୍ରିତ ହୋଇ ଦ୍ୱିତୀବାମନକୁ ପୂଜା କରିଥାନ୍ତି!
ମା ଭୈରବୀ ପିଠେ ଅଷ୍ଟମୀ ପୂଜା …


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l