ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :07/08.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଓ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ଶିବିର ରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ , ଏସ ଡି ପି ଓ -ସଂଯୁକ୍ତl ବାର୍ଲା, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ -ରବିନାରାୟଣ ତ୍ରିପାଠୀ,ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ତହସିଲଦାର ଶିବାନୀ ଦାସ ଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l!ଉକ୍ତ ଶିବିର ରେ ସମୁଦାୟ 79ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତଅଭିଯୋଗ 75ଟି,ସାମୁହିକ ଅଭିଯୋଗ 4ଗୋଟି ଆସିଥିଲା ଏବଂ !ତତ୍କାଳୀନ 53ଗୋଟି ଅଭିଯୋଗ ର ସମାଧାନ ହୋଇଥିବା ବେଳ ସହିତ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ 17ଜଣକୁ 68,000ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି l
More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS ASSOCIATED WITH SRI SUSIL KUMAR PANDA, AEE, GANJAM BLOCK।
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ଧର୍ମପରାୟଣ ମହିଳାଙ୍କ ପରଲୋକ