ଗଞ୍ଜାମ (ଆମ ଓଡ଼ିଶା ଖବର )ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜାକର ଘଟଣା। ନକଲି ହୋମିଓ ଡାକ୍ତରଙ୍କର କରାନାମା ପାଇଁ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଡାକ୍ଟର ବାବୁ ନିଜକୁ ବିଶ୍ବହିନ୍ଦୁ ପରିଷଦର ମହାନ କର୍ମି ବୋଲାଉଥିବା ଡାକ୍ଟର ଭବାନୀ ଶଙ୍କର ନାବାଳିକାକୁ କଲେ ଦୁଷ୍କର୍ମ। ସେଥିରେ ଭାଗିଦାର ହୋଇଥିବା ଡାକ୍ତରଙ୍କ ସମେତ ୩ ଜଣ ହେଲେ ଗିରଫ। ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲାର ବୈଦନାଥପୁର ଥାନା ଅନ୍ତର୍ଗତ।

ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ପଦାକୁ ଆସିଲା। ଦର୍ଶକ ବନ୍ଧୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ନକଲି ହୋମିଓପାଥି ଡାକ୍ତରଙ୍କ ସହ ୨ ଜଣ ମହିଳା ସହୋଯୋଗ କାରିଥିଲେ। ମହିଳା ଦୁଇଜଣ ଅଙ୍ଗନବାଡି କର୍ମି ସାମିଲ ହୋଇଥିଲେ। ନକଲି ଡାକ୍ତର ହେଲେ ଭବାନୀ ଶଙ୍କର ଦାସ। ନକଲି ଡାକ୍ତର ବାବୁ ନର୍ସିଂ ଡିଗ୍ରୀ ଓ ଚାକିରି କରେଇ ଦେବାକୁ କହି ନାବାଳିକାଙ୍କୁ ପାଖରେ ରଖିଥିଲେ। ସହାୟିକା ଅଙ୍ଗନୱାଡ଼ି କର୍ମୀ, ନିଶା ଦେଇଥିଲେ, ଡାକ୍ତର ବାବୁ ବଳତ୍କାର କରିଥିଲେ। ସମସ୍ତେ ଏବେ ଜେଲ୍ ଭିତରେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ