ଖୋର୍ଦ୍ଧା,ଚିଲିକା ପୁରୀ ଗଞ୍ଜାମ ଜିଲ୍ଲାକୁ ଲାଗି ରହିଥବା ବେଳେ ମସ୍ଥ୍ୟଜୀବି ଗ୍ରାମ ମାନଙ୍କ ଅଧିକାର ଦିନକୁ ଦିନକୁ ଦିନ ଖୁର୍ଣ୍ଣ ହେବାକୁ ଲାଗିଛି l ଫାଇଦା ଉଠାଉଛନ୍ତି ଚିଲିକା ଦର୍ଷୁ, ବେଆଇନ ଭାବେ ଚିଲିକା ଘେରି କରି ଚିଙ୍ଗୁଡ଼ି ଚାଷ କରି ମାଲେମାଲ ହେଉଥିବା ବାରମ୍ବାର ଲୋକଲୋଚନକୁ ଆସୁଥିବା ବେଳେ ପ୍ରଶାସନିକ କ୍ଷେତ୍ରରେ ଏହାର ତଦନ୍ତ କରାଯାଇଛି ଓ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ଜରିଆରେ ଉଛେଦ କରାଯାଉଥିଲେ ମଧ୍ୟ ମାଫିଆଙ୍କ ଦାଦାଗିରି କମିବାର ନାନଉନି ବିଶେଶସୁତ୍ରରୁ ଖବର ମିଳେ, ଆଉ କେତେକ ମାଫିଆ ସରୁ ଜାଲ ବ୍ୟାନ ସତୁୟେ ଚିଲିକା ରୁ ମୀନ ମାରିନେଉଥିବା ରୁ ଚିଲିକା ମୁହାଣ ଅରକୁଦା, (ସାତପଡ଼ା) ସିପାକୁଦା ଓ ପାଲୁର ଭଳି ମୁହାଣ ପଟେ ସମୁଦ୍ର ପାଣି ଚିଲିକା ରେ ପ୍ରବେଶ ହେତୁ ଛୋଟ ଛୋଟ ଯାଆଁଳ ମାନେ ଆସି ଚିଲିକା ରେ ରହି ବସବାସ ସହିତ ବଂଶ ବିସ୍ଥାର କରିବଡ଼ ହୋଇଥାଏ l ଜୀବନ ଜୀବିକା ପାଇଁ ମାସ୍ଥ୍ୟଜୀବୀ ମାନେ ମାଛ, ଚିଙ୍ଗୁଡ଼ି ଓ କଙ୍କଡା ଧରି ବିକ୍ରୟ କରି କିଛି ଅର୍ଥ ଉପାର୍ଜନ କରି ନିଜର ପରିବାର ପ୍ରତି ପୋଷଣ କରିଥାନ୍ତି l ବର୍ତମାନ ଚିଲିକା ପୋତି ହେବା,

ଚିଲିକା ମାଫିଆଙ୍କ ଆତଙ୍କ, ଓ ବେଆଇନ ସରୁଜାଲ ରେ ମୀନ ମାରିବା ହେତୁ ଚିଲିକା ରେ ଜଳଚର ଜୀବ ଲୋପ ପାଇବାକୁ ବସିଲାଣି,ଯାହା ଚିଲିକା ମାସ୍ଥ୍ୟଜୀବୀ ଚଳିବାକୁ ବହୁତ ଅସୁବିଧାରେ ସମ୍ମୁଖୀର୍ଣ ହେଉଛନ୍ତି l ଯାହା ଫଳରେ ଗାଁ ଛାଡି ସହରକୁ ଦାଦାନ ଯିବାକୁ ବାଧ୍ୟ ହେଉଛନ୍ତି l ଓ ଶହଶହ ଗ୍ରାମର ମାସ୍ଥ୍ୟଜୀବୀ ଜୀବିକା ହରାଇବାକୁ ବସିଲେଣି, ଚିଲିକା ରେ ଆଗପରି ମାଛ,ଚିଙ୍ଗୁଡ଼ି ଓ କଙ୍କଡା ପ୍ରଚୁର ଦେଖିବାକୁ ମିଳୁନାହିଁ l ହୀନସ୍ତା ରେ ମାସ୍ଥ୍ୟଜୀବୀ ତେଣୁ ଆସନ୍ତା ଦିନରେ ଚିଲିକା ମସ୍ଥ୍ୟଜୀବୀ ଏକଜୁଟ ହେବାଲାଗି ଆହ୍ୱାନ ଦେଇଛନ୍ତି l ଚିଲିକାର ସୁରକ୍ଷା କାର୍ଯ୍ୟ କରିବା ଶହ ଆଗାମୀ ପିଢ଼ି ଲାଗି ପଥ ପରିଷ୍କାର କରିବା ପାଇଁ ସମସ୍ତ ଧିବର ମାନଙ୍କୁ ଏକଜୁଟ ହେବାକୁ ମାସ୍ଥ୍ୟଜୀବୀ ମହାସଂଘ ଅଣ୍ଟାଭିଡ଼ିଛି!!

More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।