ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ଆଜି ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କଲେ ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର । ବିପୁଳ ସଂଖ୍ୟକ କର୍ମୀଙ୍କ ବିରାଟ ପଟୁଆରେ ବାହାରି ଖୋର୍ଦ୍ଧାର ତୋଟାପଡା ଛକଠାରୁ ଆସି ଖୋର୍ଦ୍ଧାର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ସେକ କୌଶର । ତେବେ କୌଶର ଓ ତାଙ୍କ ସମର୍ଥକ ସହ ଏକତ୍ରିତ ହୋଇ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ । ରିଟର୍ନିଂ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର l

More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।