ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ଆଜି ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କଲେ ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର । ବିପୁଳ ସଂଖ୍ୟକ କର୍ମୀଙ୍କ ବିରାଟ ପଟୁଆରେ ବାହାରି ଖୋର୍ଦ୍ଧାର ତୋଟାପଡା ଛକଠାରୁ ଆସି ଖୋର୍ଦ୍ଧାର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ସେକ କୌଶର । ତେବେ କୌଶର ଓ ତାଙ୍କ ସମର୍ଥକ ସହ ଏକତ୍ରିତ ହୋଇ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ । ରିଟର୍ନିଂ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଚିଲିକା ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର l



More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.