ରିପୋର୍ଟ :ରଞ୍ଜନ କୁମାର ରାଉତ
ଆସିକା:(ଆମ ଓଡ଼ିଶା ଖବର )ସ୍ଥାନିୟ ଶିଶୁ ମନ୍ଦିର ରେ ୨ୟ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି, ଏଥିରେ ମୂଖ୍ୟ ଅତିଥି ରୁପେ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଭୂ ନନ୍ଦନ ପଣ୍ଡା ଯୋଗଦେଇ ନେହୁରୁ କିପରି ଶିଶୁ ମାନଙ୍କୁ ଭଲ ପାଉଥିଲେ ଏବଂ ସେମାନେ ହିଁ ଦେଶର ମେରୁଦଣ୍ଡ , ସେମାନଙ୍କୁ ଉଚିତ ଶିକ୍ଷା,ସ୍ୱାସ୍ଥ୍ୟସେବା ଯୋଗାଇବା ଓ ସୁନାଗରିକ ଭାବେ ଗଢ଼ାଯାଇ ପାରିବ ତା ଉପରେ ଆଲୋକ ପାତକରିଥିଲେ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ସୁନିଲ କୁମାର ଗୌଡ଼ ଙ୍କ ସଂଯୋଜନା କରିଥିଲେ, କଲେଜର ଅଧ୍ୟକ୍ଷ ଡ଼ ସୁରେନ୍ଦ୍ରନାଥ ସାବତ,ସଂପାଦକ ଶ୍ରୀ ପ୍ରଶନ କୁମାର ପ୍ରଧାନ,ନଗର ସେବା ପ୍ରମୂଖ ଶ୍ରୀ ନାରାୟଣ ଗୌଡ଼, ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଗୁରୁଜୀ ନିତ୍ୟାନନ୍ଦ ସାହୁ, ବୃତ୍ତିବାସ ମହାପାତ୍ର, ପ୍ରଭାସ କୁମାର ସାହୁ ରବିନ୍ଦ୍ର କୁମାର ସାହୁ, ସନ୍ତୋଷ ସ୍ୱାଇଁ, ବାଇଧର ପ୍ରଧାନ,ଗୁରୁମା ଗୀତାଞ୍ଜଳୀ ସାବାତ, ଅନିତା ତ୍ରିପାଠୀ ସହଯୋଗ କରିଥିଲେ ।
More Stories
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ
ବେଗୁନିଆପଡା ପୋଲିସ ଦ୍ୱାରା ହୋମିଓ ମେଡିସିନ ସ୍ପିରିଟ ଜବତ