ରିପୋର୍ଟ (ଦେବାଶିଷ)
ବେଗୁନିଆପଡା(ଆମ ଓଡ଼ିଶା ଖବର )ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ପଂଚାୟତ ରେ କଣ କଣ ସୁବିଧା ସୁଯୋଗ ମିଳିଛି ତାର ପଂଚାୟତ ସ୍ତରୀୟ କାର୍ଯ୍ୟକ୍ରମ ସଚେତନ ଶିବିର ଅନୁଷ୍ଠିତ କରା ଯାଉଛି | କାଲିମେଘି ପଂଚାୟତରେ ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଂଚାୟତ ଏବଂ ବ୍ଲକରେ ଜଗନ୍ନାଥ ପ୍ରେମୀ ଙ୍କ ସଂରକ୍ଷଣ ଓ ଧର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତି କରଣ,ଧର୍ମିକ ସ୍ଥଳୀ ର ରୂପାନ୍ତି କରଣ, ଭିତ୍ତିଭୂମି ରୁପାନ୍ତି କରଣ,5ଟି ର ରୂପାନ୍ତି କରଣ,ପ୍ରାଥମିକ ବିଦ୍ୟାଳୟର ରୂପାନ୍ତି କରଣ,କ୍ରୀଡା ର ଭିତ୍ତି ଭୂମି ର ରୂପାନ୍ତି କରଣ, ଜଳ ସେଚନର ବ୍ୟବସ୍ତା, ରାସ୍ତା ଘାଟ ର ବ୍ୟବସ୍ତା ସହ କଣ କଣ କରା ଯାଇଛି ତାହା ପ୍ରୋଜେକଟର ମାଧ୍ୟମରେ ସଚେତନ କରିବା ସହ ବିଭିନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ କରାଯାଇଥିଲା। ଏଥିରେ ବିଡିଓ ପ୍ରଜ୍ଞା ପ୍ରିୟ ଦର୍ଶିନୀ,ବ୍ଲକ ବିଡ଼ିଓ ଅଧକ୍ଷ ଦୁର୍ଯ୍ୟୋଧନ ଗୌଡ଼, ସମାଜସେବି ମହେଶ୍ୱର ବରାଡ଼, ସ୍ଥାନୀୟ ସରପଞ୍ଚ ଅର୍ଚନା ତ୍ରିପାଠୀ,ସରପଞ୍ଚ ପ୍ରତିନଧି ବିଶ୍ଵାମିତ୍ର ତ୍ରିପାଠୀ,ସମିତି ସଭ୍ୟ ନୟନୀ ଗୌଡ଼,ସହକାରୀ କୃଷି ସହଯୋଗୀ ଦୁର୍ଗେସ ପଟନାୟକ,ସହକାରୀ ଉଦ୍ୟାନ ଅଧିକାରୀ ସୁବାଶିଷ ପାତ୍ର,କନିଷ୍ଠ ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l