(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )।
କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଂ ଗ୍ରାମ ପଞ୍ଚାୟତ ପୁରୁଣା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଚକ୍ର ପ୍ରାଚୀନ କାଳରୁ ଥିବା ଅନୁମାନ କରାଯାଉଛି।ଏହାକୁ ଗ୍ରାମବାସୀ ଅର୍ଜୁନଙ୍କ ଚକ୍ର ବୋଲି କହୁଛନ୍ତି। ଗ୍ରାମବାସୀ କହିବା ଅନୁସାରେ ଗାଧେଇବାକୁ ଯାଇଥିବା ସୁମନ୍ତ ନାୟକ ଙ୍କ ପାଦରେ ଚକ୍ର ବାଜିବାରୁ ନଦି ବାଲିରୁ କାଡ଼ିଥିଲେ ।କିନ୍ତୁ କାଡ଼ି ପାରିନଥିଲେ। ସ୍ୱପ୍ନ ବାରମ୍ବାର ସୁମନ୍ତ ନାୟକ ଙ୍କୁ ହେବାରୁ ଗ୍ରାମବାସୀ ଙ୍କୁ ନେଇ ନଦୀରୁ ଉଠାଇଆଣିଥିଲେ । ସେ ଚକ୍ରକୁ ହରିହର ଠାକୁରଙ୍କ ପୀଠ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି।ସରକାର ଏହା ଉପରେ ଦୃଷ୍ଟି ଦେଇ ପୂଜାମଣ୍ଡପ କରିଦେଲେ ଏହି ଚକ୍ର ସୁରକ୍ଷିତ ରହିବ ବୋଲି କହିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ଗ୍ରାମବାସୀ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l
ସାମାଜିକ ଅନୁଷ୍ଠାନ ଅମ୍ରିତ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ l