ରିପୋର୍ଟ : ଜଗନ୍ନାଥ ମହାନ୍ତ
ଓଡ଼ିଶା ଡ୍ରାଇଭର ମହାସଂଘ ବ୍ଲକ ତେଲକୋଇ ଉପଦେଷ୍ଟା ରମାକାନ୍ତ ମହାନ୍ତ, ଏସ୍.ଏନ୍ ପୁର ଗୋଡା ଜି.ପି,ର କୋଷାଧ୍ୟକ୍ଷ ମକର ମୁଣ୍ଡା,ଟିକନ ଭାଇ ଏବଂ ବାବୁଲି ଭାଇ ମାନଙ୍କ ଦ୍ଵାରା ସଜନୟ ମୂଳକ ଭାବେ ତେଲକୋଇ ଓ.ଡି.ଏମ୍ ଦ୍ଵାରା ସାକ୍ଷାତ ଏବଂ ଓଡ଼ିଶା ଡ୍ରାଇଭର ମହାସଂଘ ଘଟଗାଁ ବ୍ଲକ ଉପଦେଷ୍ଟା ଅମୂଲ୍ୟ ସେଠି ମହୋଦୟଙ୍କୁ ସମ୍ବର୍ଧିତ କରାଯାଇଥିଲା,ଡ୍ରାଇଭର, ଡ୍ରାଇଭର,ଭାଇ ଭାଇ ମଧ୍ୟରେ କିପରି, ସାହାଯ୍ୟ, ସହଯୋଗ,ସହାନୁଭୂତି,ଏବଂ ସଦଭାବକୁ ଆଧାର କରି ସଂଗଠନକୁ ମଜବୁତ୍ କରିବାର ଆଲୋଚନା ରହିଥିଲା l ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଶୃତି ଦାବିପୂରଣ ପାଇଁ ଲଲିପପ୍ ଆଉଚଳିବ ନାହିଁ ସରକାରଙ୍କ ବିରୁଦ୍ଧରେ ନୂଆ ରଣନୀତି ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ରେ ଆଲୋଚନା ଜୋର ଧରିଛି l


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l