ରାୟଗଡା :ଆଜି ରାୟଗଡା ସାର୍କୀଟ ହାଉସ ଠାରେ ମାନ୍ୟବର ବିଧାୟକ
ବିରମିତ୍ରପୁର ଶଙ୍କର ଓରାମ ଙ୍କ ସହିତ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଏବଂ ଜିଲ୍ଲା ଯୁବ ନେତା ତଥା ମାଲକାନଗିରି ଜିଲ୍ଲା ପ୍ରଭାରୀ ଉମେଶ ଖୋସଲା ଙ୍କ ର ସାକ୍ଷାତକାର ଏବଂ ରାୟଗଡା ଜିଲ୍ଲା ରେ କେମିତି ଆଗକୁ ବିଜେପି ସଶକ୍ତ ହେବ ଲୋକଙ୍କୁ ସେମାନଙ୍କ ପ୍ରାପ୍ୟ କେମିତି ମିଳିବ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢେଇ କିପରି ତୀବ୍ର ହେବ ଏବଂ ବିକାଶ କିଭଳି ହେବ ନାନାଦି ବସ୍ତୁ ଉପରେ ଗୋଟିଏ ଆଲୋଚନା ଚକ୍ର ସମ୍ପର୍ଣ୍ଣ ହେଲା ବୋଲି ଜଣା ଯାଇଛି



More Stories
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।