ରିପୋର୍ଟ : କପଳେଶ୍ୱର ସିଂହ
ଆଜି ଅପରାହ୍ନ ଚାରିଟା ସମୟରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ପ୍ରବଳ ଘଡଘଡି ଓ ବିଜୁଳି ମାରିବା ସହ ଯୋରରେପବନ ଓ ବର୍ଷା ବର୍ଷିଥିଲା, କିଛି ସମୟ ବାହାଦୃଶ୍ୟ ସଂପୁର୍ଣ୍ଣ ଧଳା ପାଲଟି ଯାଇଥିଲା,ଏହାର ପ୍ରଭାବରେ ବଡ଼ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟି କେଉଁଠି ଅଧା ଭାଙ୍ଗିଛି ତ କେଉଁଠି ସଂପୂର୍ଣ୍ଣ ଲେଉଟିପଡ଼ିଛି, ଏହାର ପ୍ରଭାବରେ ବିଦ୍ୟୁତ ସରବରାହ ଛ ସାତଘଣ୍ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି।

ଟାଙ୍ଗୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ବଡ଼ବଡ଼ ଗଛଗୁଡ଼ିକୁ କାଟିବା ରେ ସହଯୋଗ କରିଥିଲେ।ଏହି କାଳବୈଶାଖୀ ର ପ୍ରଭାବରେ କ୍ଷୟ କ୍ଷତି ହୋଇଥିବା ପରିବାର ମାନେ ସେମାନଙ୍କର କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସାହାଯ୍ୟ ପାଇବା କୁ ସରକାର ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l