ରିପୋର୍ଟ : କପଳେଶ୍ୱର ସିଂହ
ଆଜି ଅପରାହ୍ନ ଚାରିଟା ସମୟରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ପ୍ରବଳ ଘଡଘଡି ଓ ବିଜୁଳି ମାରିବା ସହ ଯୋରରେପବନ ଓ ବର୍ଷା ବର୍ଷିଥିଲା, କିଛି ସମୟ ବାହାଦୃଶ୍ୟ ସଂପୁର୍ଣ୍ଣ ଧଳା ପାଲଟି ଯାଇଥିଲା,ଏହାର ପ୍ରଭାବରେ ବଡ଼ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟି କେଉଁଠି ଅଧା ଭାଙ୍ଗିଛି ତ କେଉଁଠି ସଂପୂର୍ଣ୍ଣ ଲେଉଟିପଡ଼ିଛି, ଏହାର ପ୍ରଭାବରେ ବିଦ୍ୟୁତ ସରବରାହ ଛ ସାତଘଣ୍ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି।
ଟାଙ୍ଗୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆସି ବଡ଼ବଡ଼ ଗଛଗୁଡ଼ିକୁ କାଟିବା ରେ ସହଯୋଗ କରିଥିଲେ।ଏହି କାଳବୈଶାଖୀ ର ପ୍ରଭାବରେ କ୍ଷୟ କ୍ଷତି ହୋଇଥିବା ପରିବାର ମାନେ ସେମାନଙ୍କର କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସାହାଯ୍ୟ ପାଇବା କୁ ସରକାର ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
More Stories
ମା’ ଭଗବତୀ ଙ୍କ ମନ୍ଦିର ସେବାୟତ ଓକିଲଙ୍କୁ ଦକ୍ଷିଣା ମାଙ୍ଗୀ ଗଲେ ଘଣ୍ଟିସାଳ ଜେଲ l
ବାଣପୁର: ଶିକ୍ଷାବିତ୍ ପ୍ରଫେସର ରବୀନ୍ଦ୍ର ବର୍ମାଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ପାଳିତ l
ସାମ୍ବାଦିକମାନଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର l