ବୈପାରୀଗୁଡା (ଇନ୍ଦ୍ର କୁମାର )
ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଙ୍ଘର ରାଜ୍ୟ ସମ୍ପାଦକ ସୁବ୍ରତ କୁମାର ରାହୁଲଙ୍କ ନେତୃତ୍ୱରେ ଆଜି ବୈପାରୀଗୁଡା ବ୍ଲକର 20ଗଟି ଗ୍ରାମ ପଞ୍ଚାୟତର କର୍ମଚାରୀ ମାନେ ଚଦ୍ରପଡା ପଞ୍ଚାୟତ ପରିସରରେ ଏକ ବୈଠକ କରିଥିଲେ ! ବୈପାରୀଗୁଡା ବ୍ଲକ ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଙ୍ଘର ସଭାପତି ରମେଶ ବେରୁକ ବୈଠକ ପରିଚାଳିତ କରିଥିଲେ ! ଏହି ସଭାରେ 20ଗଟି ଗ୍ରାମପଞ୍ଚାୟତର କର୍ମଚାରୀ ସମସ୍ତେ ଉପସ୍ଥିତ ରହି ସରକାରଙ୍କୁ ବିଭିନ୍ନ ଦାବି ଜଣେଇବା ନେଇ ଆଲଚନା କରିଥିଲ! ଦାବି ଗୁଡିକ ହେଲା ସ୍ଥାଇ ନିଯୁକ୍ତି ନିୟମିତ ଦରମା, ସମାନ କାମକୁ ସମାନ ଦରମା, 2014ମସିହା ନିୟମ ୧୨୫ ଓ 1964 ମସିହାର ୧୨୩ ଆଇନକୁ ତୁରନ୍ତ ସଂସଦନ,ରାଜ୍ୟ ବଜେଟରେ ଏହି କର୍ମଚାରୀ ମାନଙ୍କ ପାଇଁ ବଜେଟ ରଖିବା,ପଞ୍ଚାୟତ ରାଜ ଵିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହିତ ଇ-ଗବର୍ଣାସ ପୋଟାଲ ପି.ଆର ବିଭାଗରେ ପଞ୍ଚାୟତ କର୍ମଚାରୀ ମାନଙ୍କର ନାମ ପଞ୍ଚିକୃତ କରିବା,ଶିକ୍ଷାଗତ ଯଜ୍ଞତା ଭିତ୍ତିରେ ନିୟଜିତ କରିବା, ଶ୍ରମ ଓ ନିୟଜିତ ବିଭାଗ ଦ୍ୱାର ଘଷଣା କରାଯାଇଥିବା ଦୌନିକ ମଜୁରୀ ୩୩୩ ଟଙ୍କା କରିବା ସହ ପି.ଆର ବିଭାଗରୁ ଏକ ଷ୍ଟାଡିଙ୍ଗ ଅର୍ଡ଼ର ପ୍ରତେକ ପଞ୍ଚାୟତ ପଠେଇବା,ଚାକିରୀ କ୍ଷେତ୍ରରେ ସୁରକ୍ଷା ପ୍ରଦାନ ଓ ବିଗତଦିନରେ ଗ୍ରାମପଞ୍ଚାୟତର ସମ୍ପାଦକ ମାନଙ୍କୁ ରାଜ୍ୟ ସରକାର ଏବଂ ଉଚ୍ଚ ସ୍ତରୀୟ କ୍ଷମତା କମିଟି ଓ ଅତିରିକ୍ତ ଶାସନ ସଚିବଙ୍କୁ ନେଇ ସରକାରୀ ଅନୁଦାନ ଜଗେଇଦେବା ବ୍ୟବସ୍ଥା ସହ ଗ୍ରାଣ୍ଟ-ଇନ-ଏଡ଼ କର୍ମଚାରୀ ସୟାୟତା କରିଥିଲେ ସେଇଭଳି ଏହି ପଞ୍ଚାୟତ କର୍ମଚାରୀ ମାନଙ୍କ ନିମନ୍ତେ ପଞ୍ଚାୟତ ରାଜ ବିଭାଗର କମିଟି ବ୍ୟବସ୍ଥା କରାଯାଉ , ଏହି ପରି 8ଗୋଟି ଦାବି ସରକାରଙ୍କୁ ଦେବାକୁ ଆଲଚନା କରିଥିଲେ ଏହି ପଞ୍ଚାୟତ କର୍ମଚାରୀ ସଭାରେ ବ୍ଲକ ସମ୍ପାଦକ ହରେକୃଷ୍ଣ ପ୍ରଦାନ,କସାଦକ୍ଷ ଦୀନବନ୍ଧୁ ମାଝୀ ସମେତ 20ଗୋଟି ପଞ୍ଚାୟତ ସମସ୍ତ ଗ୍ରାମ ପଞ୍ଚାୟତ କର୍ମଚାରୀ ମାନେ ଯୋଗ ଦେଇଥିଲେ !
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।