ରିପୋର୍ଟ :ସୟଦ ମୁଜିବୁଲା
କଟକ ଜିଲ୍ଲା ସାଲେପୁର ବ୍ଲକ୍ ର ସଉରି ସମବାୟ ସମିତି ନାନ୍ଦୋଳ ବୋର୍ଡ ସଭାପତି ମିର୍ଜା ଅବଦୁଲ କୁଦୁଶ ବେଗ ଙ୍କ ସଭାପତିତ୍ବରେ ବୋର୍ଡ ସଭ୍ୟ ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି ।ଏହି ସଭାରେ ନାନ୍ଦୋଳ ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ ବୋର୍ଡ ସମ୍ପାଦକ ସତ୍ୟାନନ୍ଦ ସାହୁ, ସଭ୍ୟ ସୁରେଶ କୁମାର ସ୍ବାଇଁ,ବିପୀନି ବିହାରୀ ବେହେରା,କିଶୋର ଚନ୍ଦ୍ର ନାୟକ୍,ଲକ୍ଷ୍ମୀଧର ପରିଡ଼ା,ରଘୁନାଥ ଦାଶ,ସଚ୍ଚିଦାନନ୍ଦ ସେଠୀ,ମିନତି ବେହେରା,ଗଣେଶ୍ୱର ମାହୁନ୍ତ, ଫିରୋଜ ମହମ୍ମଦ,ରଣଜିତ କେଶରୀ ଦାଶ,ଧୀରେନ୍ଦ୍ର ପୁଝାରୀ,ମିର୍ଜା ୟୁସୁଫ ବେଗ,ଉମାକାନ୍ତ ସାହୁ ଶ୍ରଦ୍ଧାଞ୍ଜଳି ଅପର୍ଣ୍ଣ କରି ଆଲୋଚନା କରିଥିଲେ


More Stories
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l
ସେବା ନିବୃତ୍ତ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ l
ଏକ୍ସ ଆଇ ଏମ ବିଶ୍ୱବିଦ୍ୟାଳୟରେ ଏକ୍ସ ପ୍ଲୋଜନ୍ସ ଏକ୍ସ ଜାମ୍ବୋରୀ ଅନୁଷ୍ଠିତ l