ରିପୋର୍ଟ :ସୟଦ ମୁଜିବୁଲା
ସାଲେପୁର ର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ପିତା ଦୁଃଶାସନ ବେହେରା ଙ୍କ ଜଗତପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍ରି ୧୦.୪୫ ମିନିଟ ରେ ଦେହାନ୍ତ ହୋଇଥିବା ସୂଚନା ।ସ୍ବର୍ଗତ ବେହେରା ଜଣେ ମିଷ୍ଟଭାଷୀ,ପରୋପକାରୀ, ସମାଜ ସେବୀ ଭାବେ ଅଞ୍ଚଳରେ ପରିଚିତ ଥିଲେ । ଶେଷ ସମୟରେ ପୁଅ ପ୍ରକାଶ ବେହେରା,ରମେଶ ବେହେରା, ବୋହୁ,ଝିଅ, ନାତି, ନାତୁଣୀ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ଖବର ପାଇ ବିଳମ୍ବିତ ରାତିରେ ବହୁ ମନ୍ୟଗଣ ବ୍ୟକ୍ତି ଡାକ୍ତର ଖନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |