ବିଲାମାଳ ଆଶ୍ରମ ସ୍କୁଲ ରେ ପାଣିର ସମସ୍ୟା l

(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )

ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ରେ ପାଣି  ନାହିଁ ଏବଂ ଲାଟିନି ମଧ୍ୟ ନାହିଁ ଏହି ପରି ପରିସ୍ଥିତି ରେ ଛାତ୍ର ଛାତ୍ରୀ ନଦୀ ପାଣି ଭରଷା  ବିଲାମାଳ ସ୍କୁଲ ରେ ନାହିଁ ସୁବିଧା l ଆଇନ ର ଉର୍ଦ୍ଧରେ ବିଲାମାଳ ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତ ଆଶ୍ରମ ସ୍କୁଲ 1942 ମସିହା ରେ ସ୍ଥାପିତ ହୋଇଥିବା ବେଳେ ଆଜି ପର୍ଯନ୍ତ ଆଶ୍ରମ ଅନ୍ତେବାସି ମୌଳିକ ଅଧିକାରରୁ ବଞ୍ଚିତ !ଦେଖିବାକୁ ମିଳିଛି ବିଲାମାଳ ଆଶ୍ରମ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ଶହେରୁ ଉର୍ଦ୍ଧ ଅନ୍ତେବାସୀ ବାସ କରୁଥିବା ବେଳେ ସେମାନଙ୍କ ପାଇଁ ନା ଅଛି ସୁରକ୍ଷା ବ୍ୟବସ୍ଥା ନା ଅଛନ୍ତି ସୁରକ୍ଷା କର୍ମୀ ଦିନ ଚର୍ଯ୍ୟାକହିଲେ ନସରେ ସଖାଳ ନିତ୍ୟ କର୍ମଠୁ ରାତ୍ରି ଜାପନ ପର୍ଯ୍ୟନ୍ତ ଭୟବିତ୍ତ ଅନ୍ତେବାସି !ଯାହା ଆରମ୍ଭ ହୁଏ ଗାଧୁଆ ରୁ ଆଶ୍ରମ ସ୍କୁଲରେ ପଡ଼ନ୍ତି ଶୁଅନ୍ତି ଗାଧାନ୍ତି ନଦୀ ଓ ନାଳ ପାଣି  ବର୍ଷା ନାହିଁ ଖରା ନାହିଁ ମୁଖ୍ୟ ସଡ଼କ ଦେଇ ଗାଧୋଇ ଯାନ୍ତି ଏକ କିଲୋମିଟର ରୁ ଅଧିକ ତାହା ବି ଲଟା ବୁଦା ବିଲ ମାଳ ଦେଇ ନା ଅଛି ସାପର ଭୟ ନା ବିଛା ଅଟକାଇବା ରଖିବାକୁ କେହି ନାହିଁ !   ଶିକ୍ଷକ କଥା କହିଲେ ଦିନ ବେଳା ସମସ୍ତେ ଆସନ୍ତି ପଡ଼ାନ୍ତି ଏବଂ ପଳାଇ ଯାନ୍ତି !ସେବି ତାଙ୍କ ଇଚ୍ଛାମୁତାବକ ଆସନ୍ତି ତାଗିଦ କରିବା ବ୍ୟକ୍ତି ପ୍ରଧାନ ଶିକ୍ଷକ ସେ କେବେ ଯାନ୍ତି କେବେ ନାହିଁ ଏକଥା ଆମେ କହୁନୁ କହୁଛନ୍ତି ଅନ୍ତେ ବାସି ବୁଲୁଛନ୍ତି ଏଣେ ତେଣେ  ଖୋଲା ପଡ଼ିଛି ମୁଖ୍ୟ ଫାଟକ ଭିତରକୁ ପସନ୍ତି ବିଭିର୍ନ ବ୍ୟକ୍ତି!ବିଲାମାଳ ପଞ୍ଚାୟତ ଲୋକ ବା ପଦାଧିକାରୀ ହେଉ ଅବା ସାମ୍ବାଦିକ ଆଶ୍ରମ ସମସ୍ୟା କୁ ଉପସ୍ଥାପନା କଲେ ନାଲି ଆଖି ଦେଖାନ୍ତି ପ୍ରଧାନ ଶିକ୍ଷକ ଦଣ୍ଡପାଣି ବାବୁ !ନା ଅଛି ଚାକିରୀ ଭୟ ନା ରହିଛି ଲୋକଙ୍କ ଭୟ ପ୍ରତିନିଧି ଚଳାଇଛନ୍ତି ନିଜ ସରଞ୍ଚନା ଆଇନ !ଇଚ୍ଛା ହେଲେ ସ୍କୁଲ ଯିବେ ନଚେତ ଘରେ ଶୋଇବେ !ବାରମ୍ବାର BEO ଙ୍କ ତାଗିଦ ପରେ ସୁଧୁରି ନାହାନ୍ତି ଦଣ୍ଡପାଣି! ଅପେକ୍ଷା ରହିଛି  ଦଣ୍ଡପାଣିକୁ ଦଣ୍ଡ ମିଳୁଛି ନା ଆଶ୍ରମ ସ୍କୁଲ ର ସମସ୍ୟା ଦୂର ହେଉଛି !ଆମକୁ ସନ୍ଦେହ ହେଉଛି ଆଇନ କୁ ବାଟ ବଣା କରିବେନି ତ ପ୍ରଧାନ ଶିକ୍ଷକ l

error: Content is protected !!