ଗଜପତି ଜିଲ୍ଲା “ଆମ ଓଡିଶା ଖବର” କାଶୀନଗର ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମର ଜି ଭାସ୍କର ରାଓଙ୍କ ଘରେ ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅପେରସନ ‘ପ୍ରହାର’ ବଳରେ ଅଚାନକ ଚଢ଼ଉ କରିଥିଲା। ଏହି ଚଢ଼ଉ ବେଳେ ପ୍ରାୟ ପନ୍ଦର ଲକ୍ଷ ଟଙ୍କାର ବାଣ ସହ ବାରୁଦ ଏବଂ ବାଣ ତିଆରି ପାଇଁ ଅନୁସଙ୍ଗିକ ପଦାର୍ଥ ହୋଇଛି।
ଜବତ ବେଳେ ୫୦ଟି ପ୍ଲାଷ୍ଟିକ ଅଖା ଭର୍ତ୍ତି ତାଳ ବାଣ, ୩୦ଟି କାଗଜ ବାଣ, ୭୦କିଲୋ ଗନ ପାଉଡର, ୧୫କିଲୋ ଇଲେକଟ୍ରିକ ପଉଡର, ୧୫ କିଲୋ ଖରା, ୧୮ଟି ପେପେର ରୋଲ, ୩ଟି ବଡ଼ ସୁତୁଲି ବୋମା ଓ ୨ଟି ବଡ଼ ସ୍ପରକଲ ବୋମା ଜବତ ହୋଇଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।
ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ଜଟଣୀ, ୧୧।୧୦।୨୦୨୫