ପୁରୀ,(ଆମ ଓଡ଼ିଶା ଖବର )ଆଜି ତା-18/09/2025 ଦିନ ଡି ଆର୍ ପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ର ବ୍ରହ୍ମଗିରି ଅର୍ନ୍ତଗତ ରେବଣ ନୂଆଗାଁ ଗ୍ରାମପଞ୍ଚାୟତ ରେ ଘର, ନା ସବିତା ପ୍ରଧାନ Cancer ରୋଗ ରେ ପୀଡ଼ିତ ହୋଇ ଭାରି ଅଭାବ ଅନଟନ ରେ ବଞ୍ଚିଛନ୍ତି, ତାଙ୍କ ଦୁଃଖକୁ ଆଖି ଆଗରେ ରଖି ଆଜି ଆମ ସଂଗଠନ ପକ୍ଷରୁ ଦିନ 11 ସମୟରେ ଯାଇ ପହଁଞ୍ଚି ଥିଲୁ, ଆମ ଡି ଆର୍ ପି ଟିମ୍ ମେମ୍ବର ମାନଙ୍କ ନିଜ ନିଜର ସକ୍ଷମ ଅନୁଯାୟୀ ଦୁଇ ମାସ ର ସଉଦା ଓ 5000 ପାଞ୍ଚ ହଜାର ଟଙ୍କା ସାହାଯ୍ୟ ସହଯୋଗ କରିଆସିଥିଲୁ ,
ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜୁକ୍ତା ବେହେରା , ଉପ ପ୍ରତିଷ୍ଠାତା ଦିଲ୍ଲୀପ ଜେନା, ପରାମର୍ଶ ଦାତା ସସ୍ମିତା ରାୟ, କୋଷାଧ୍ୟକ୍ଷ ହରିହର ମୁଦୁଲି,ଯାଇ ପହଞ୍ଚି ଥିଲେ ଓ ସେଥିରେ ମଧ୍ୟ ରାକେଶ କୁମାର ମହାପାତ୍ର, ଦୀପା ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଏବଂ ଅନୁଷ୍ଠାନ ର ଅନ୍ୟ ସଦସ୍ୟ ସଦସ୍ୟା ମଧ୍ଯ ସାହାଯ୍ୟ ସହଯୋଗର ହାତ ବଢ଼େଇ ଥିଲେ, ନା କୌଣସି ପ୍ରଶାସନି ଅଧିକାରୀ ସାହାଯ୍ୟ କରୁଛନ୍ତି, ଆର୍ଥିକ ଅବସ୍ଥା ଗୁରୁତର ଭାରି ଦୁଃଖ କଷ୍ଟ ରେ ଜୀବନ କାଟୁଛନ୍ତି, ଆମ ସଂଗଠନ ପକ୍ଷରୁ ପ୍ରତି ମାସରେ ତାଙ୍କ ଘର ପାଇଁ ରାସନ ଯୋଗାଇ ଦିଆଯିବ ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।