ସାଲେପୁର: “ଆମ ଓଡ଼ିଶା ଖବର” ବଡ଼ଚଣାର ପୂର୍ବତନ ଆଇଆଇସି ମଧୁସ୍ମିତା ବେହେରା ନିଲମ୍ବନ ଘଟଣା ପରେ ଏବେ ଅନେକ କଥା ପଦାକୁ ଆସିଛି। ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ସମେତ ୩ ଗିରଫ ହୋଇଛନ୍ତି। ନିଜକୁ ପୀଡ଼ିତା ଦର୍ଶାଇଥିବା ମହିଳା ଓ ଜଣେ ଦୋକାନୀ ମଧ୍ୟ ଗିରଫ। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜାଖୋଜି କରୁଛି ପୋଲିସ। ଠକେଇର ଶିକାର ହୋଇଥିବା ଔଷଧ ଦୋକାନୀଙ୍କ ଏତଲା ଆଧାରରେ ଦୋଷୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଆଇଆଇସି ମଧୁସ୍ମିତା ବେହେରା ଲାଞ୍ଚ ମାମଲାରେ ନିଲମ୍ବିତ ହୋଇସାରିଛନ୍ତି। ଏବେ ସାମ୍ବାଦିକଙ୍କ ମଧ୍ୟସ୍ତତାରେ ଲାଞ୍ଚ ନେବା ଘଟଣାରେ ଚାଲିଛି ଖୋଳତାଡ଼।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।