ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଗୋ ସେବକ ସାଗର ମହାପାତ୍ର ଗୁହାଳଟେ ପାଇଁ ସ୍ଥାନୀୟ ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ନିରାଶ, ଗୋ ସେବକ ସାଗର ମହାପାତ୍ର ପଞ୍ଚାୟତ ଠାରୁ ଧରି ଖୋର୍ଦ୍ଧା ବ୍ଲକ ଏବଂ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ଦଉଡ଼ି ଦଉଡ଼ି ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି, ସବୁ ଭଗବାନଙ୍କ ଉପରେ ଛାଡ଼ିଦେଇଛନ୍ତି, କିନ୍ତୁ ଏଠି ଜଣ ସାଧାରଣରେ ଚର୍ଚ୍ଚା ହେଉଛିଯେ ସରକାରଙ୍କର ଗୋ ମାତାଙ୍କ ଗୁହାଳ ପାଇଁ କିଛି ଆର୍ଥିକ ସାହାଯ୍ୟ ମିଳୁଛି ସେସବୁ କଣ ଖାଲି କଥାରେ ନା ସତରେ କାର୍ଯ୍ୟକାରି ହେଉଛି, ଗଣମାଧ୍ୟମରେ ବହୁତ ଥର ଏହି ବଙ୍ଗିଦା ଗ୍ରାମ ପଞ୍ଚାୟତ ବିଷୟରେ ପ୍ରସାରଣ ହେଲାଣିକି ବଙ୍ଗିଦା ଗ୍ରାମ ପଞ୍ଚାୟତ ଦୁର୍ନୀତିରେ ସୀମା ଟପିଛି, କିନ୍ତୁ ପ୍ରଶାସନର ଆଖି ଏହି ଗ୍ରାମ ପଞ୍ଚାୟତ ଉପରେ ପଡ଼ିଛି କିନ୍ତୁ ଏଠି ପ୍ରଶାସନ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଛି, ସେଥି ପାଇଁ ଆଜି ଗୋ ସେବକ ସାଗର ମହାପାତ୍ରଙ୍କର ଗୋ ମାତାଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ଗଣମାଧ୍ୟମଙ୍କ ପ୍ରତିନିଧି ଆଗରେ !!
ବିପଦରେ ଗୋ ମାତା, ରହିବା ପାଇଁ ନାହିଁ ଆଶ୍ରୟ l


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।