ଚିଲିକା (ଆମ ଓଡ଼ିଶା ଖବର ) ଗତ ୨୦/୬/୨୪ ରିଖ ଗୁରୁବାରେ ବାଲୁଗାଁ ସ୍ଥିତ ପାଟଣା ସାହି ର କଣ୍ଡୁରୀ ବେହେରାଙ୍କ ଚିଲିକା ଜେଟି ରେ ପାଦ ଖସିଯାଇ ମୁର୍ତ୍ୟୁ ହୋଇଥିଲା. ଏହି ଘଟଣା ର କୋଡିଏ ଦିନ ପରେ ମଧ୍ୟ କୋୖଣସି ସରକାରୀ ସହାୟତା ଯେମିତି ହରିଚନ୍ଦନ ଯୋଜନା ସହିତ ଅନ୍ୟାନ ସହାୟତା ମିଳିଲା ନାହିଁ. ଏହା କୁ ଏକ ଖବର କାଗଜ ରେ ସାମ୍ବାଦିକ ବଂଧୁ ଉଜାଗର କରିଥିଲା. ଏହି ଖବର କୁ ବାଣପୁର ର ବରିଷ୍ଠ ଦେୱାନ ବିଚାରପତି ଶ୍ରୀଯୁକ୍ତ ଅମରେଶ ମହାପାତ୍ର ଜାଣିଲା ପରେ ସଙ୍ଗେ ସଙ୍ଗେ ତାଳୁକୁ ଲିଗାଲ ଭଲୁଣ୍ଟାରୀ ଙ୍କୁ ଡକାଇ ଏହାର କିପରି ସେ ଦୁଃଖୀ ପରିବାରକୁ ସହାୟତା ମିଳିବ ସେଥିପାଇଁ ପଦକ୍ଷପ ନବା ପାଇଁ ଜଣାଇଥିଲେ. ତାଳୁକ ଲିଗାଲ ଭଲୁଣ୍ଟର ଶ୍ରୀ ଅମିତାଭ ପଟ୍ଟଯୋଶୀ ଏହି କାର୍ଯ୍ୟ କରିବାକୁ ଯାଇh ବାଲୁଗାଁ ବିଜ୍ଞାପିତ ପରିଷଦ ର କାର୍ଯ୍ୟvନିବାହି ଅଧିକାରୀ ଓ ତହସିଲଦାର ଙ୍କ ସହିତ ଯୋଗାଯୋଗ ସହିତ ବିଚାରପତି ସାରଙ୍କ ନିର୍ଦେଶ ଯୋଗୁ ଆଜି ସେହି ପରିବାର ତାର ପ୍ରାପ୍ତ୍ୟ ହରଚନ୍ଦନ ଯୋଜନା ପାଇଲେ ଓ ତତସହିତ ରେଡ କ୍ରସ ଓ ଅନୁକମ୍ପା ମୁଲକ ରାଶି ମିଳିବା ପାଇଁ ସବୁ ପଦକ୍ଷପ ନିଆଗଲା.
ବାଣପୁର ତାଳୁକ ଲିଗାଲକମିଟି ହସ୍ତକ୍ଷପ ପରେ ବୃଦ୍ଧା ପାଇଲେ ସରକାରୀ ସହାୟତା l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.