କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍‌ରୁ ରପ୍ତାନୀ ଶୁଳ୍କ ହ୍ରାସ।

“ଆମ ଓଡିଶା ଖବର” ତୈଳ କଂପାନୀକୁ ବଡ଼ ଆଶ୍ବସ୍ତି ଦେଲେ କେନ୍ଦ୍ର ସରକାର। ପେଟ୍ରୋଲ ଡିଜେଲ୍, ଏଟିଏଫ ଉପରୁ ହ୍ରାସ କରଗଲା। ରପ୍ତାନୀ ଶୁଳ୍କ ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଦେଢ଼ ଟଙ୍କା ଶୁଳ୍କ ହ୍ରାସ। ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫ ଟଙ୍କା ଶୁଳ୍କ ହ୍ରାସ। ବିମାନ ଇନ୍ଧନ ପାଇଁ ଲିଟର ପିଛା ୯.୫ ଟଙ୍କା କମିଲା। ରପ୍ତାନି ଶୁଳ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି, ଜୁନ୍ ୧ରୁ ନୂଆ ନିୟମ ଲାଗୁ। ଅନ୍ତର୍ଜାତୀୟ ବଜାରର ଅଶୋଧିତ ତୈଳ ଦର ହ୍ରାସ ପରେ ପଦକ୍ଷେପ ଏଇଭଳି ପଦଷେପ ନିଆଯାଇଛି। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!