ଗଞ୍ଜାମ (ଆମ ଓଡ଼ିଶା ଖବର )ଗତକାଲି ତା-18.03.25 ରିଖ ମଙ୍ଗଳବାର ଦିନ ଗଞ୍ଜାମ ପ୍ରସିଦ୍ଧ ମାଁ ତାରାତାରିଣୀ ପିଠରେ ପ୍ରଥମ ପାଳି ଯାତ୍ରା ଆରମ୍ଭ ହୋଇଯାଇଛି। ଏଠାରେ ବହୁ ସଂଖ୍ୟକ ଭକ୍ତ ଯୋଗଦାନ କରି ମାଁଙ୍କ ଆଶ୍ରିବାଦ ଲାଭ କରିଥିଲେ। ଏଠାରେ ମାନସିକ ଧାରି ମାନେ ଲଣ୍ଡା ମଧ୍ୟ ହୋଇଥିଲେ।
ରିପୋର୍ଟର ଆଦିତ୍ୟ ସାହୁ
More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?