ମା ତାରାତାରିଣୀଙ୍କ ପୀଠରେ ପ୍ରଥମ ପାଳି ମଙ୍ଗଳବାର ।

ଗଞ୍ଜାମ (ଆମ ଓଡ଼ିଶା ଖବର )ଗତକାଲି ତା-18.03.25 ରିଖ ମଙ୍ଗଳବାର ଦିନ ଗଞ୍ଜାମ ପ୍ରସିଦ୍ଧ ମାଁ ତାରାତାରିଣୀ ପିଠରେ ପ୍ରଥମ ପାଳି ଯାତ୍ରା ଆରମ୍ଭ ହୋଇଯାଇଛି। ଏଠାରେ ବହୁ ସଂଖ୍ୟକ ଭକ୍ତ ଯୋଗଦାନ କରି ମାଁଙ୍କ ଆଶ୍ରିବାଦ ଲାଭ କରିଥିଲେ। ଏଠାରେ ମାନସିକ ଧାରି ମାନେ ଲଣ୍ଡା ମଧ୍ୟ ହୋଇଥିଲେ।

ରିପୋର୍ଟର ଆଦିତ୍ୟ ସାହୁ

error: Content is protected !!