ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ ୨ବେପାରୀ ଗିରଫ।ସୃଚନାରୁ ଜଣାପଡିଛି ଜଂକିଆ ଥାନା ଅଂଚଳର ବିଭିନ୍ନ ଯାଗାରେ ଚୋରାରେ ଦେଶୀ ବିଦେଶୀ ମଦ କାରବାର ବେଧଡକ ଭାବରେ ଚାଲିଛି।ଚୋରା ମଦ କାରବାରକୁ ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ଓ ଜଂକିଆ ରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିବା ସହିତ ୨ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଦୁଇ ବେପାରୀ ହେଲେ ଜଂକିଆ ର ମନୋରଞ୍ଜନ ଲେଙ୍କା ଓ ଗୋଳବାଇର ବାବୁଲି ବେହେରା।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.