ଭୁବନେଶ୍ବର: “ଆମ ଓଡିଶା ଖବର” ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠରେ। ଏତେ କଡାକଡି ବଳୟ ଭିତରେ ରାଜ ରାସ୍ତାରେ ପ୍ରହସନ ଦେଖାଇବାରେ ଭୁଲି ନାହାଁନ୍ତି ଦୁର୍ବୃତ୍ତ ମାନେ। ଆସନ୍ତୁ ଜାଣିବା ଦୁର୍ବୃତ୍ତର ଡ୍ରାମା। ପୁଲିସ ପରିଚୟ ଦେଇ ଲୋକଙ୍କୁ ଚୂନ ଲଗାଉଥିଲା ନକଲି ପୋଲିସ ବାବୁ। କେବଳ ସେତିକି ନୁହେଁ, ପୁଲିସ ଲୋଗ ଥିବା ଗାଡ଼ିରେ ସହରରେ ବୁଲୁଥିଲେ ନକଲି ବାବୁ। ଡମଣା ଛକରେ ଅସଲି ପୋଲିସର ବ୍ଲକିଂ ଚାଲିଥିବା ବେଳେ, ନକଲି ପୋଲିସ ଧରା ପଡିଗଲା। ପୁଲିସ ୟୁନିଫର୍ମ ପିନ୍ଧି ପତିଆରା ଦେଖାଉଥିଲା। ଅଭିଯୁକ୍ତ ନକଲି ପୋଲିସ, ଆଦିତ୍ୟ ସେଠୀକୁ ଗିରଫ କଲା ପୁଲିସ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance