ଜଟଣୀର (ଆମ ଓଡିଶା ଖବର )ଓଡିଆ ବାପିଷ୍ଟି ଚର୍ଚ୍ଚ ର ଅଗ୍ରଣି ଯୁବ ଗୋଷ୍ଟି ଚର୍ଚ୍ଚ ସମ୍ପାଦକ, ସଭାପତିଙ୍କ ସହୋଯୋଗରେ ଚର୍ଚ୍ଚ ର ଦୁଇପଟ ଫାଟକ ସାମ୍ନା ରୋଡ ସମ୍ମୁଖରେ ଜଳଛତ୍ର ସେବାକେନ୍ଦ୍ର ଖୋଲିଥିଲେ। ଖରାର ପାଦୁର୍ଭାବକୁ ଲକ୍ଷରକ୍ଷୀ, ଏକ ସୁନ୍ଦର ପ୍ରୟାସ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଜଟଣୀ ପୌରାଧ୍ୟକ୍ଷ ଏବଂ ୧୨ ନଂୱାର୍ଡର କାଉନସିଲର। ଏତଦବ୍ୟତୀତ ଚର୍ଚ୍ଚର କର୍ମକର୍ତ୍ତା ମାନେ ଯଥାକ୍ରମେ ଉପସ୍ଥିତ ଥିଲେ, ସଭାପତି ଡାନିଏଲ ଗାଏନ, ସମ୍ପାଦକ ହିମାଂସୁ କୁମାର ଦାସ, କୋଷାଧ୍ଯକ୍ଷ ଡେଭିଡ ଭୂପତି ଦେୟ, ମିକନ, ଆଇ ସି ପଟାୟତ, ଦିଲ୍ଲୀପ କୁମାର ରାଉଳ, ଅମୟକାନ୍ତ ଘୋଷ ପ୍ରବୃତ୍ତି ଯୋଗ ଦେଇଥିବାବଳେ, କମିଟିର ସଦସ୍ଯ ମାନେ ହେଲେ, ସୁରେଶ ପ୍ରଧାନ, ମନୋରଞ୍ଜନ ଦାସ, ଆଣ୍ଟୋନିଓ କରଙ୍କ ଅଧ୍ଯକ୍ଷତାରେ ମଣ୍ଡଳୀର ବୟଯେଷ୍ଟ ମହିଳା ସମିତି, ସିଇର କର୍ମକର୍ତା ଉପସ୍ଥିତ ରହିଥିଲେ।ଏତଦବ୍ୟତୀତ ବୟଯେଷ୍ଟ, ମା ମାନେ, ଭାଇମାନେ ଉପସ୍ଥିତ ରହି ଜଳଛତ୍ର ସେବାକେନ୍ଦ୍ରକୁ ଉତ୍ସାହିତ କରିଥିଲେ। ଯାହା ଦେଖିବାକୁ ମିଳିଥିଲା ପଛପଟ ପାଟକ ନିକଟରେ ଥିବା ଜଳଛତ୍ର ତୋରଣରେ ଦୀପକ ନାୟକଙ୍କ ଦହିଜଳ ବାଣ୍ଟିବା ଏକ ନିଆରା ଢଙ୍ଗର ଥିଲା। ସମ୍ପାଦକ ହିମାଂଶୁ ଦାସ ଖରାର ପାଦୁର୍ଭାବକୁ ଦେଖି କହିଥିଲେ, ଯେପର୍ଯ୍ୟନ୍ତ ଖରାଥିବ ଜଳଛତ୍ର ଯାରିରହିବ। ଶର୍ବ ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।
(ପୋର୍ଟାଲ ରେ ଦୁଇଟି ଫଟୋ ବସେଇବ)


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।