ଜଟଣୀର (ଆମ ଓଡିଶା ଖବର )ସହରରେ ଶିକ୍ଷା ଭିତ୍ତିକ ୟୁପଥ କମ୍ପ୍ଯୁଟର ଏକାଡେମି କହିଲେ ଅତ୍ୟୁକ୍ତି ହେବନାହି। ଏହି ୟୁପଥ କମ୍ପ୍ଯୁଟର ଏକାଡେମିର ୩ୟ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇଯାଇଛି। ଏକାଡେମିର ଅଧ୍ଯକ୍ଷ ଯୋଗେନ୍ଦ୍ରଦଳେଇ ଙ୍କ ତତ୍ୱାବଧାନରେ ଉକ୍ତ ଉତ୍ସବ ପାଳିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ଯଅତିଥି ଭାବେ ଯୋଗଦାନ କରିଥିଲେ, ଜଟଣୀ ଥାନା ଆରକ୍ଷୀ ନିରକ୍ଷକ ଶ୍ରୀ ଷ୍ଟାଲିନ୍ ବିଶ୍ୱାଳ। ମୁଖ୍ଯବକ୍ତା ଭାବେ ସୋମନାଥ ବାଲୁଙ୍କେଶ୍ୱର ଦେବ ମହାବିଦ୍ଯାଳୟର ଅଧ୍ଯକ୍ଷା ଡ.ସୁକାନ୍ତୀ ମହାପାତ୍ର ଯୋଗ ଦେଇଥିଲେ। ପ୍ରସଙ୍ଗରେ ଶ୍ରୀ ବିଶ୍ୱାଳ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାର ମାନ ଶିକ୍ଷାକୁ ନେଇ ଭବିଷ୍ୟତ ଗଠନ କରିବା ଉପରେ ଆଲୋକପାତ କରାଇଥିଲେ। ତାହାସହିତ କହିଥିଲେ ନିଜକୁ ସୁରକ୍ଷିତ ରଖି, ଭବିଷ୍ଯତ ଗଠନ କରିବାରେ ସଜାଗ ରହିବା ପାଇଁ ଉପଦେଶ ଦେଇଥିଲେ। ଶର୍ବ ଶେଷରେ ମଣ୍ଟୁସାର ଧନ୍ଯବାଦ ଅର୍ପଣ କରି କରିଥିଲେ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର। (ପୋର୍ଟାଲ)


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l