କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର ) ତା :- ୧୭/o୪/୨୫ ରିଖ ସେମିଲିଗୁଡା ବ୍ଲକ ଅନ୍ତରର୍ଗତ ରାଜୁପୁଟ ପଞ୍ଚାୟତ ଚଲାଣପୁଟ ଗ୍ରାମ ଠାରେ ମହିଳା ସଭା ଅନୁଷ୍ଠିତ କରା ଯାଇଥିକା l ଉପସ୍ଥିତ ଥିଲେ CRP ଅଙ୍ଗନବାଡି ୱାର୍କର ଆଶା କର୍ମୀ, ମହିଳା ମାନଙ୍କର ଅର୍ଥନୈତିକ ସାମାଜିକ ଜୀବନ ଜୀବିକା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଥିଲା
ଆଗାମୀ ଦିନରେ ରାଜପୁଟ ପଞ୍ଚାୟତ ର ସମସ୍ତ ଗ୍ରାମରେ ମହିଳା ସଭା ଅନୁଷ୍ଠିତ କରାଯାଇ ସମସ୍ତ ମହିଳା ଙ୍କୁ ଅର୍ଥନୈତିକ ସାମାଜିକ ଜୀବନ ଜୀବିକା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନୀ କହିଛନ୍ତି।
କୋରାପୁଟ ରୁ ପ୍ରଶାନ୍ତ ଖୋସଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
କଂଗ୍ରେସ ଦଳର ଆସନ୍ତା ୨୯ ତାରିଖ ପାଇଁ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ – କୁସୁମଗୁଡା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ
ଜୟପୁର ପାଇଁ ଅତି ଦୁଃଖର ଖବର