ଲଷ୍ମୀପୂର ବ୍ଲକ ରେ କଂଗ୍ରେସ କମିଟି ତରଫରୁ ନାରୀ, ଛାତ୍ରୀ ସୁରକ୍ଷା କୁ ନେଇ ମସାଲା ଶୋଭାଯାତ୍ରା

କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର )ଲଷ୍ମୀପୁର ବ୍ଲକ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ନାରୀ ସୁରକ୍ଷା ପାଇଁ ବ୍ଲକ ସଭାପତି କୈଳାଶ ଖୋସଲା ଙ୍କ ନେତୃତ୍ୱ ରେ ମସାଲ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା ଶୋଭାଯାତ୍ରା ରେ ଲଷ୍ମୀପୂର ବିଧାୟକ ପବିତ୍ର ସାଉଁନ୍ତା ଉପସ୍ଥିତ ରହି ନାରୀ ସୁରକ୍ଷା ଆମର ଦାବି, ଛାତ୍ରୀ ସୁରକ୍ଷା ଆମର ଦାବି, ମହିଳା ସୁରକ୍ଷା ଆମର ଦାବି,ବିଜେପି ସରକାର ତମ ମନ ମୁଖି ଶାସନ ଚଳିବ ନାହିଁ ନାରା ଦେଇ ଗର୍ଜୀଵା ସହିତ ନରେନ୍ଦ୍ର ମୋଦୀ, ଆଉ ମୋହନ ମାଝୀ ଙ୍କ ଫଟ ଜାଳି ପ୍ରତିବାଦ କରିଥିଲେ,ଆସନ୍ତା ଦିନରେ ସରକାର ଯଦି ଛାତ୍ରୀ ସୁରକ୍ଷା, ନାରୀ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ନାହିଁ ତାହା ହେଲେ ସାରା ଓଡିଶା ରେ ତୀବ୍ର ବିରୋଧ କରାଯିବ କହି ଗର୍ଜି ଥିଲେ ବିଧାୟକ ଦେଖିବାକୁ ବାକି ରହିଲା ସରକାର ବିଷୟ ରେ କଣ କାର୍ଯ୍ୟ କରୁଛନ୍ତି।

କୋରାପୁଟ ରୁ ପ୍ରଶାନ୍ତ ଖୋସାଲା ଙ୍କ ରିପୋର୍ଟ

error: Content is protected !!