ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଞ୍ଚାୟତର ନୂଆସାହି ଠାରେ ସମାଜସେବୀ ତଥା ଯୁବ ନେତା ବ୍ରଜବନ୍ଧୁ ସୁବୁଦ୍ଧି ଙ୍କ ଦ୍ବାରା ମସାରି ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି।ଏହି ମସାରି ବଣ୍ଟନ କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଲୋକ ସହାୟତା ପାଇଥିଲେ। ଆଗାମୀ ଦିନରେ ସୁଖ ଏବଂ ଦୁଃଖ ର ସାଥୀ ହୋଇ ଏହି ସହାୟତା କାର୍ଯ୍ୟକ୍ରମ ଜାରି ରହିବ ବୋଲିରହିବି ବୋଲି କଥା ମଧ୍ୟମ ରେ ପ୍ରତି ସୁତ ଦେଇଛନ୍ତି ଏଥିରେ ସହଯୋଗ କରିଥିଲେ ଛୋଟୁ ବେହେରା, ଗାଣ୍ଡୁ ବେହେରା, ଦିଲୀପ କୁମାର ମାଳ, ଅଖିୟ ମହାରଣା, ଅନ୍ୟ ଯୁବକ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସେସ ହୋଇଥିଲା ସଭା ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗାଣ୍ଡୁ ବେହେରା


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।