ତାରିଖ ୨୬/୦୪/୨୦୨୫ କୋରାପୁଟ (ଆମ ଓଡିଶା ଖବର)କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଲୋଚମଣି,ଉପର ମିଟିଙ୍ଗ, ତଳମିଟିଙ୍ଗ ଗୋସ୍ତ କରିଥିଲେ ସ୍ଥାନୀୟ ବିଧାୟକ ପବିତ୍ର ସାଉଁନ୍ତା ଗ୍ରାମ ଗୋସ୍ତ ସମୟରେ ବିଭିନ୍ନ ସମସ୍ୟା ଉପରେ ଗ୍ରାମ ବାସୀଙ୍କ ସହିତ ଅଲଚନା କରି ଆସନ୍ତା ଦିନରେ ସବୁ ସମସ୍ୟା ର ସମାଧାନ କରିବାକୁ ଆଶ୍ୱାସନା ଦେଇଥିଲେ । ଶ୍ରୀ ସାଉଁନ୍ତା ଲୋକଙ୍କ ଆବଶ୍ୟତାଗୁଡିକ ବୁଝିବା ସହ ସାଥିରେ ଥିବା ସମସ୍ତ ଙ୍କୁ ନେଇ ତଳ ମିଟିଙ୍ଗଗ୍ରାମ ରେ ଲୁକ୍କାଇତ ଭାବେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭାରିଥିବା ଜଳ ପ୍ରପାତ ଗୋସ୍ତ କରି ଏହାର ଉନ୍ନତି ନିମିତ୍ତ ଅନୁଧ୍ୟାନ କରିଵା ସହ ଆସନ୍ତା ଦିନରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା ଜଳପ୍ରପାତ କୁ ଗମନା ଗମନ, ବିଶ୍ରାମ ସ୍ଥଳ, ପାନୀୟ ଜଳର ସୁବିଧା ଇତ୍ୟାଦି ଆବଶ୍ୟକ ହୋଉଥିବା ପ୍ରତ୍ୟେକ ବିଷୟ କାର୍ଯ୍ୟକାରି କରିବା ସହିତ ଏକ ଶ୍ରେଷ୍ଠ ଜଳ ପ୍ରପାତ ଭାବରେ ପରିଣତ କରିବାକୁ ଇଚ୍ଛା ପ୍ରୋକଟ କରି ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ବିଧାୟକ ଶ୍ରୀ ସାଉଁନ୍ତା ତାଙ୍କ ସାଥିରେ ଥିଲେ ସାଂସଦ ପ୍ରତିନିଧି ଲଷ୍ମୀପୂର କୈଳାଶ ଖୋସ୍ଲା,ଜୋନ-୧ ଜିଲ୍ଲାପରିଷଧ ହିଙ୍ଗୁ ସାଉଁନ୍ତା, ଲଷ୍ମୀପୂର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଯୁବ ସଭାପତି ମଣ୍ଟି ଖରା ଓ ଯୁବ ବନ୍ଧୁ ମାନେ l
କୋରାପୁଟ ରୁ ପ୍ରଶାନ୍ତ ଖୋସଲା ଙ୍କ ରିପୋର୍ଟ।


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।