କୋରାପୁଟ (ଆମ ଓଡିଶା ଖବର )ଆସନ୍ତାକାଲି ସାରା ଦେଶରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ କରାଯିବ। ଓଡ଼ିଶାର ୧୨ଟି ଜିଲ୍ଲାରେ ଏହି ମକଡ୍ରିଲ ହେବ। ଏହି ବାର ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲାରେ ମଧ୍ୟ ଆସନ୍ତା କାଲି ଅପରାହ୍ନ ଚାରି ଟା ସମୟରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ମକ୍ ଡ୍ରିଲ ହେବ । ଯୁଦ୍ଧ ସମୟରେ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ହେବ ସେ ସମ୍ପର୍କ ରେ ଅବଗତ କରାଯିବ l ଯୁଦ୍ଧ ପୂର୍ବରୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସଜାଗ ରହୁନ୍ତୁ, ସୁରକ୍ଷା ରୁହନ୍ତୁ l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ବିଦାୟ ବେଳେ ଭାବବିହ୍ୱଳ ହେଲେ ଆଇଆଇସି ବିଶ୍ଵବନ୍ଦିନୀ ବାଘ।
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l
ମୁଖ୍ଯ ସୂଚନା କମିସନର ଭାବେ ଶପଥ ନେବେ ଶ୍ରୀଯୁକ୍ତ ରାଜକୁମାର ଗୋଏଲ।