(ଆମ ଓଡିଶା ଖବର)
ମୁମ୍ବାଇରେ ଚଳନ୍ତା ଟ୍ରେନ୍ରୁ ଖସିପଡ଼ି ୫ ଜଣ ମୃତ। ଲୋକାଲ୍ ଟ୍ରେନ୍ରୁ ଖସିପଡ଼ିଲେ ୫ ଜଣ ଯାତ୍ରୀ। ମୁମ୍ବାଇର ଥାଣେ ଅଞ୍ଚଳରେ ଟ୍ରେନ୍ରେ ପାସେଞ୍ଜରଙ୍କ ଅବସ୍ଥା ଏଭଳି ଥିଲା ନିଜର ଭାରସାମ୍ଯ ହରାଇ ଟ୍ରାକ୍କୁ ଖସିପଡ଼ିଥିଲେ କତେକ ଯାତ୍ରୀ। ଟ୍ରେନ୍ ଭିତରେ ଅତ୍ୟଧିକ ଭିଡ଼ ଯୋଗୁଁ ଅଘଟଣ ଅନୁମାନ କରାଯାଉଛି। ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନ୍ରୁ ଖସି ପଡ଼ିଥିବା ସରକାରୀ ସ୍ଥରରେ ସୂଚନା ମିଳିଛି। ଅନେକ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଉଧାର କାର୍ଯ୍ଯ ଲାଗିରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର ।


More Stories
ହାଇଦ୍ରାବାଦ ମହିଳା ଆଇପିଏସ ବଦୁଗୁଲା ସୁମାଥି, ସାରା ଦେଶର ପୋଲିସଙ୍କ ପାଇଁ ଦେଲେ ମହାମନ୍ତ୍ର।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି l
ଗୁଜୁରାଟର ଅଙ୍କଲେଶ୍ୱରରେ ଓଡ଼ିଆ ନୂତନ ବର୍ଷ ଉତ୍ସବ ଧୁମଧାମରେ ପାଳିତ l