କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର) ତାରିଖ ୧୬/୦୫/୨୦୨୫
କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ ଓଡ଼ିଆପେଣ୍ଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରଡ଼ି ଗୁଡା ଗ୍ରାମରେ ଆଜିର କାଳ ବୈଶାଖୀ ଟାଣ୍ଡବରେ ବଜ୍ରାଘାତ ଦ୍ଵାରା ଆଈ ନାତୁଣୀ ସମତେ ଜଣେ ଯୁବକ ଏମିତି ତିନି ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ବୃଦ୍ଧ ଅଜା ଗୁରୁତର ଥିବା ଖବର ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି l ନିଜ ଚାଷଜମି ରେ କୃଷି କାର୍ଯ୍ୟକୁ ଦେଖ ଶୁଣା କରିବା ଉଦ୍ଦେଶ୍ୟରେ କୁଡ଼ିଆ ଟିଏ କରି ରହୁଥିଲେ । ଆଜିର କାଳବୈଶାଖୀ ସତେ ଯେମିତି ଏହି ନୀରିହ ପରିବାର ପାଇଁ ହିଁ ଘଟିଥିଲା । କୁଡ଼ିଆ ପାର୍ଶ୍ଵରେ ବଜ୍ରଘାତ ହେବା ଫଳରେ ଏ ପ୍ରକାର ଘଟଣା ଘଟିଥିବା ଶୁଣିବାକୁ ମିଳୁଛି l ଏ ଖବର ପ୍ରସାର ହେବା ପରେ ପରଡ଼ିଗୁଡା ଗାଁ ପୁଣି ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।