(ଆମ ଓଡିଶା ଖବର)
ମୁମ୍ବାଇରେ ଚଳନ୍ତା ଟ୍ରେନ୍ରୁ ଖସିପଡ଼ି ୫ ଜଣ ମୃତ। ଲୋକାଲ୍ ଟ୍ରେନ୍ରୁ ଖସିପଡ଼ିଲେ ୫ ଜଣ ଯାତ୍ରୀ। ମୁମ୍ବାଇର ଥାଣେ ଅଞ୍ଚଳରେ ଟ୍ରେନ୍ରେ ପାସେଞ୍ଜରଙ୍କ ଅବସ୍ଥା ଏଭଳି ଥିଲା ନିଜର ଭାରସାମ୍ଯ ହରାଇ ଟ୍ରାକ୍କୁ ଖସିପଡ଼ିଥିଲେ କତେକ ଯାତ୍ରୀ। ଟ୍ରେନ୍ ଭିତରେ ଅତ୍ୟଧିକ ଭିଡ଼ ଯୋଗୁଁ ଅଘଟଣ ଅନୁମାନ କରାଯାଉଛି। ୧୦ ରୁ ୧୨ ଜଣ ଯାତ୍ରୀ ଟ୍ରେନ୍ରୁ ଖସି ପଡ଼ିଥିବା ସରକାରୀ ସ୍ଥରରେ ସୂଚନା ମିଳିଛି। ଅନେକ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଉଧାର କାର୍ଯ୍ଯ ଲାଗିରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର ।
More Stories
ଆସନ୍ତା କାଲି ସମ୍ଭାଵ୍ୟ ଯୁଦ୍ଧ ପାଇଁ ମୋକ୍ ଡ୍ରିଲ l
୧୨କୋଟିର ସୁନା ଚୋରା ଚାଲାଣରେ ଧରାପଡ଼ିଲେ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓ।
ପିତୃପକ୍ଷ ରେ ପିଣ୍ଡଦାନ ଅସ୍ଥି ବିସର୍ଜନ ଶ୍ରାଦ୍ଧ ଓ ତିଳ ତର୍ପଣ,, ” ପ୍ରୟାଗ ରାଜ ରେ ଅସ୍ଥି ବିସର୍ଜନ ପିଣ୍ଡଦାନ ଶ୍ରାଦ୍ଧ ଓ ତିଳ ତର୍ପଣ “