(ଆମ ଓଡିଶା ଖବର )ବଜରଙ୍ଗ ଦଳ ଓଡିଶା ପୂର୍ବ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରଖଣ୍ଡ କୋରିଗାଁ ପକ୍ଷ ରୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ବୃକ୍ଷ ରୋପଣ କରିଛନ୍ତି ସେବା ସପ୍ତାହ ପାଳନ କରିଛନ୍ତି ସଂଯୋଜକ ହିମାଂଶୁ ଶେଖର ବେହେରା
ସହସଂଯୋଜକ ହିଂମାଶୁ ପାତ୍ର, ଶୁଭମ ରାହୁତ୍, ଏବଂ କାର୍ଯ୍ୟ କର୍ତ୍ତା କ୍ରିଷ୍ଣା ଓଝା ,ରାଜା ନାୟକ, କହ୍ନେଇ ସୂତାର, ଆକାଶ ବିନ୍ଧାଣୀ ଦେବପ୍ରସନ୍ନ ନାୟକ, ଚିନ୍ମୟ ବିନ୍ଧାଣୀ,, ଦୀପେନ ବେହେରା , ମାନସ ନାୟକ, ଦୟାନିଧି ବିଶ୍ବାଳ,ଏବଂ ଭଣ୍ଡାରି ପୋଖରୀ ପ୍ରଖଣ୍ଡ ନୂତନ ଦାୟିତ୍ଵ ବହନ କରିଥିବା ପ୍ରକାଶ ଚନ୍ଦ୍ର ନାୟକ,
ଭଦ୍ରକ ରୁ ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ