ବହୁ ଚର୍ଚ୍ଚିତର ଅନ୍ତିମ ଘଟିଛି। ନିରୀହ ଛାତ୍ରୀର ଜୀବନ ନେଇଗଲେ ଅମାନୁଷିକ ମଣିଷ। ପରିଶେଷର ଜୀବନ ଯୁଦ୍ଧରେ ହାରିଗଲା ବିଚରା ସୌମ୍ଯାଶ୍ରୀ। ବଞ୍ଚିବାର ଆଶା, ସ୍ଵପ୍ନ ସବୁ ଧୂଳିସାତ ହୋଇଗଲା। ସୌମ୍ୟାଶ୍ରୀର କରୁଣ କାନ୍ଦଣା କାହାରି ହୃଦୟକୁ ବାଧିନଥିଲା। ସେସରେ ଅସହାୟ ହୋଇ ସଂସାରରୁ ବିଦାୟ ନେଇଥିଲା। ବାଲେଶ୍ବର ଫକୀରମୋହନ କଲେଜ ଏକ ଇତିହାସ ରଚିଲା ସବୁଦିନପାଇଁ। ଆତ୍ମାହୁତି ଉଦ୍ଯମରେ ସଫଳ ହୋଇଥିବା ଫକୀର ମୋହନ କଲେଜର ଛାତ୍ରୀ ସୌମ୍ଯାଶ୍ରୀ ବିଶି ସମାଜ ପାଇଁ ଏକ ବୃହତ୍ତର ଶିକ୍ଷା।
ବର୍ତ୍ତମାନ ଦେଖିବାକୁ ବାକିରହିଲା ସରକାର ଦୋଷୀଙ୍କୁ କିପ୍ରକାର ଆଇନି ପ୍ରଣୟନରେ ଚିକିତ୍ସା କରିବେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।